#ଡିମ୍ପଲଙ୍କୁ_ଛାଡ଼ି_ସୁମିତ_ଫେରାର
ବ୍ରହ୍ମପୁରରେ ଡିମ୍ପଲ ଓ ତାଙ୍କ ଡାକ୍ତର ସ୍ଵାମୀଙ୍କ ମାମଲାରେ ଭିନ୍ନମୋଡ଼ । ସ୍ତ୍ରୀ ତପସ୍ଵିନୀ ଓରଫ୍ ଡିମ୍ପଲ କହିଲେ- `ମୋ ସ୍ଵାମୀ ସୁମିତ ଫେରାର' । ତାଙ୍କୁ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ କଲେ ଡିମ୍ପଲ । ସକାଳୁ ସକାଳୁ ଆଜି ତାଙ୍କ ସ୍ଵାମୀ ନ ଥିବା କହିଲେ ତପସ୍ଵିନୀ ।
#Dimpal #Sumit #TapaswiniDas #BramhaNagar #MtrimonialDisputecase #Odisha #ArgusNews