ସୁମିତ ଏବଂ ଡିମ୍ପଲ ଙ୍କ ଆସିଲା କୋର୍ଟଙ୍କ ନୂଆ ଆଦେଶ। ଦୁହେଁ ପୁଣି ମିଶିକି ରହିବେ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ । କେଶ ସରିଲା ପରେ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ।
#Dimpal #Sumit #MatrimonialDisputeCase #BerhampurCase #BerhampurBrideProtest #Odisha #ArgusNews