ଚାଉଳ ବଣ୍ଟନରେ ହେରଫେର ଅଭିଯୋଗ । ଡିଲରଙ୍କୁ ଘେରାଉ ସହିତ ଡିଲରଙ୍କ ଘର ଆଗରେ ହୋହାଲ୍ଲା କଲେ ହିତାଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ ଜଗନାଥପୁର ପଂଚାୟତର ବଚ୍ଛଦା ଗ୍ରାମରେ ।
#Bhadrak #Basudevpur #Allegations #DEALER #Rice #Protest #ArgusNews