ବିଧାନସଭା ଘେରାଉବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ ମାରିବା ଘଟଣାକୁ ବିରୋଧ କରି ଡିସିପି ଅଫିସ ଆଗରେ ଛାତ୍ର କଂଗ୍ରେସ କର୍ମୀ । ଆକ୍ରମଣରେ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି ।
#StudentCongress #demanded #Protest #DCPoffice #ArgusNews