ଡେଙ୍ଗୁ ପାଇଁ ଆମେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବା । ସଫେଇ ଚାଲିଛି,ମଶା ମରା ପାଇଁ ସବୁ ବ୍ୟବସ୍ଥା ଚାଲିଛି । ସଫେଇ କର୍ମଚାରୀ ମାନେ ବହୁ ପରିଶ୍ରମ କରୁଛନ୍ତି । ତାଙ୍କୁ ନିନ୍ଦା କରିବା ନାହିଁ। ସବୁବେଳେ ପ୍ରଶଂସା କରିବା । କଂଗ୍ରେସର ଅଭିଯୋଗ ପରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରତିକ୍ରିୟା ।
#ArgusNews #ArgusNewsTV #Odisha #Congress #bjd #AnantaNarayanJena