ଡେଡ ଲାଇନ ସରିଗଲା କିନ୍ତୁ ଚାଷୀ ଧାନ ବିକ୍ରି କରିପାରିଲେନି । ପାଖାପାଖୀ 3 ଲକ୍ଷ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି କିନ୍ତୁ ସରକାର କହୁଛନ୍ତି ଅଲ ଇଜ୍ ୱେଲ୍....ଶୁଣନ୍ତୁ ଏ ନେଇ କଣ ପ୍ରତିକ୍ରିୟା ରଖିଛନ୍ତି - ଚାଷୀନେତା ଚନ୍ଦ୍ରଶେଖର ପଣ୍ଡା
#ArgusNews #Odisha #ArgusNewsTV #Rokthok #Farmerproblem #Paddy