ଆଜି ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଡେଲାଙ୍ଗ ଆଇଆଇସୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ତାଙ୍କ କହିବା ଅନୁଯାୟୀ ଏବେ ପିପିଲିରେ ଉପନିର୍ବାଚନ ଚାଲିଛି । ଡେଲାଙ୍ଗ ଆଇଆଇସି ଯିଏ ଅଛନ୍ତି ସେ ବିଜେପି ବିରୋଧୀ କାର୍ଯ୍ୟ କରି ବିଜେଡି ସପକ୍ଷରେ ଯାଉଛନ୍ତି ।
#BJP #bjd #pipili #PipiliByElection #iic #Odisha #ArgusNews