ଦିନରେ ଚାଲିଛି ଡୋର ଟୁ ଡୋର କ୍ୟାମ୍ପାନିଙ୍ଗ। ରାତିରେ ଷ୍ଟୁଡିଓ ରେ ପ୍ରାର୍ଥୀ କରୁଛନ୍ତି ଭିଡିଓ ଅଡିଓ ରେକଡିଙ୍ଗି। ଡିଜିଟାଲ ପ୍ରଚାରରେ ମାତିଛନ୍ତି ପ୍ରାର୍ଥୀ ।
#panchayatelection #election2022 #ElectionCampaign #studio #studiorecording #audio #Video #digitalcampaign #puri #Odisha #ArgusNews