ଆନନ୍ଦପୁର ଉପଖଣ୍ଡରେ ଥିବା ଡ୍ରାଇଭରଙ୍କ ଦ୍ଵାରା ବଳରାମପୁର ପଞ୍ଚାୟତର ବିଭିନ୍ନ ଗାଁରେ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିସହ ସମସ୍ତ ଡ଼୍ରାଇଭରଙ୍କୁ ନେଇ ପାଟଣା ଖେଳ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
#Anandpur #subdivision #Drivers #bikerallies #Balrampurpanchayat #Odisha #ArgusNews