ଲଘୁଚାପ ଜନିତ ବର୍ଷାରେ ବାଲେଶ୍ବର ଅନେକ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥାରେ ରହିଛି । ରାସ୍ତା ଉପରେ ୨ଫୁଟର ବର୍ଷା ଜଣ ପ୍ରବାହିତ ହେଉଛି ସ୍ମୃତି ଭବନ ପରିସରରେ ଟୀକା କେନ୍ଦ୍ର ହୋଇଥିବା ବେଳେ ଲୋକେ ନାହିଁ ନଥିବା ଅବସ୍ଥା ଭୋଗ କରୁଛନ୍ତି। ୨ଫୁଟର ଡ୍ରେନ ପାଣିରେ ପଶି ଟୀକା ନେଵାକୁ ଯାଉଛନ୍ତି
#Balasore #Heavyrainfall #VaccineCentre #Odisha #ArgusNews