ଢ଼ିଙ୍କିଆରେ ପୋଲିସର ଆକ୍ରମଣ ଘଟଣାକୁ ପ୍ରତିବାଦ। ଗତକାଲି ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆ ଗ୍ରାମରେ ପୋଲିସର ସାଧାରଣ ଜନତା ଓ ପାନ ଚାଷୀଙ୍କୁ ଦୁବ୍ୟବହାର ଓ ମାଡ଼ମାରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । କେନ୍ଦ୍ରାପଡାରେ ଓଡ଼ିଶା ଜନଶକ୍ତି ପାଟିର କାର୍ଯ୍ୟ କର୍ତ୍ତାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
#Jagatsinghpur #Dhinkia #PanBaraj #BetelLeafFarmrmers #PoliceAttack #JSW #Odisha #ArgusNews