#ଷ୍ଟାଟସ_ରିପୋର୍ଟ_ଦାଖଲ_କରିବା_ପାଇଁ_ସରକାରଙ୍କୁ_ନିର୍ଦ୍ଦେଶ_ଦେଲେ_ହାଇକୋର୍ଟ
ଆସନ୍ତା ଏକ ସପ୍ତାହ ଭିତରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ ତାରିଖରେ ହେବ ବୋଲି ସୂଚନା ଦେଲେ ଆବେଦନକାରୀଙ୍କ ଆଇନଜୀବୀ ସୁକାନ୍ତ ଦଳେଇ ।
#instruction #ordered #court #government #hearing #lawyer #ArgusNews #Odisha