#ଜିଲ୍ଲାରେ_୨୪୪_କେନ୍ଦ୍ରରେ_ନାହିଁ_ନିଜସ୍ବ_ଗୃହ
ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନେଇ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ବାସ୍ତବରେ ଚିତ୍ର ଭିନ୍ନ । ଢେଙ୍କାନାଳ ଜିଲ୍ଲାରେ ପିଲାଙ୍କ ପ୍ରାରମ୍ଭିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁ଼ଡ଼ି ପଡ଼ିଛି ।
#Dhenkanal #firsteducation #Anganwadi #CMOOdisha #Odisha #ArgusNews