ଢେଙ୍କାନାଳ ଜିଲ୍ଲାର ସଦାଶିବପୁର ଠାରେ ୫୦ଏକର ଜମିରେ ନିର୍ମାଣ ହେବାକୁ ଥିବା କମନ୍ ୟୁଜର୍ ଫାସିଲିଟି
ପ୍ରକଳ୍ପରେ ୩୯୫ କୋଟି ପୁଞ୍ଜିନିବେଶ କରିବେ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ । ୨୦୨୩ ଅଗଷ୍ଟ ଶେଷ ଆଡ଼କୁ ପ୍ରକଳ୍ପର କାମ ଶେଷ କରାଯିବାକୁ ଲକ୍ଷ୍ୟ ରକ୍ଷାଯାଇଛି। ଏ ନେଇ ଅଧିକ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।
#ArgusNews #Odisha #Dhenkanal #CommonUserPetroleumFacility Dharmendra Pradhan