ଢେଙ୍କାନାଳରେ ଫେଲ୍ ମାରିଛି ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା । ଅଧାରୁ ଅଧିକ ଲୋକଙ୍କୁ ମିଳିନି ସେମାନଙ୍କ ଅଧିକାର । ସରକାରୀ ପଟ୍ଟା ପ୍ରଦାନ ଓ ବସ୍ତି ବାସିନ୍ଦାଙ୍କ ଉନ୍ନତିକରଣରେ ଫେଲ୍ ଢେଙ୍କାନାଳ ପୌରପାଳିକା । ଆଜି ବି ସରକାରୀ ଜମି ପଟ୍ଟାରୁ ବଞ୍ଚିତ ୭୪ ପ୍ରତିଶତ ଚିହ୍ନଟ ଭୂମିହୀନ ।
#JagaMission #LandPatta #landless #Dhenkanal #slumresident #Odisha #ArgusNews