#ଢେଙ୍କାନାଳରେ_ରାସନ_ଡିଲରଙ୍କ_ମାନମାନି
#ମନ_ଇଚ୍ଛା_କାଟୁଛନ୍ତି_ରାସନ_ସାମଗ୍ରୀ
ଗରିବ ଗୁରୁବାଙ୍କୁ ରାସନ କାର୍ଡ ଯୋଗେ ଯୋଗାଇ ଦିଆଯାଉଛି ମାଗଣା ଚାଉଳ ଓ ଡାଲି । କିନ୍ତୁ ସେଥିରୁ କିଛି କିଛି ହଡ଼ପ କରିନେଉଛନ୍ତି ରାସନ ଡିଲର । ଅଭିଯୋଗ କଲେ କହୁଛନ୍ତି, ନେବାର ଅଛି ତ ନିଅ, ନ ହେଲେ ନିଅନି । ଏହାସହ ରାସନ କାର୍ଡ କାଟିଦେବାର ଧମକ ମଧ୍ୟ ଦିଆଯାଉଛି ।
#Dhenkanal #dealership #rationcard PMO India CMO Odisha #complain #Odisha #ArgusNews