ଢେଙ୍କାନାଳ ଗସ୍ତରେ ଉଚ୍ଚଶିକ୍ଷା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଶାଶ୍ବତ ମିଶ୍ର । ଗତକାଲି ମହିଶାପାଟ ସ୍ଥିତ ଏନସିସି ବାଟାଲିଅନ ପରିଦର୍ଶନ କରିଥିଲେ ଶାଶ୍ବତ । କ୍ୟାମ୍ପସ ବୁଲିବା ସହ ପିଲାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
#Dhenkanal #Visit #saswatMishra #HigherEducation #Department #Principal #Secretary #NCC #HigherEducation #odisha #ArgusNews