ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ମହୁଲଡଗର ଗାଁରେ ହାତୀ ଆତଙ୍କ । ବିଳମ୍ବିତ ରାତିରେ ଘରେ ପଶି ୫ ବର୍ଷର ଶିଶୁକୁ କଚାଡ଼ି ମାରିଲା ଦନ୍ତା ହାତୀ । ଅଳ୍ପକେ ବର୍ତ୍ତିଲେ ବାପା ମାଆ ।
#ElephantTerror #Dhenkanal #deceased #destroyed #elephant #ArgusNews