ଓଡ଼ିଆ ଜନଜୀବନରେ ଢୋଲ ,ମୃଦଙ୍ଗ,ଲାଲ ଓ ତବଲାର ଦିନେ ଥିଲା ସ୍ୱତନ୍ତ୍ର ଆଦୃତି । ଡିଜିଟାଲ ଯୁଗରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ଗୁଡିକର ପ୍ରଚଳନ ହ୍ରାସ ପାଇଥିଲେହେଁ ସଂସ୍କୃତି ସମ୍ପର୍ଣ୍ଣ ଓଡ଼ିଆ ତାର ଅତୀତକୁ ଭୁଲିଯାଇନାହିଁ । ଏବେ ବି ଗାଁ ଓ ସହରରେ ତିଷ୍ଠି ରହିଛି ନାନା ରକମର ବାଜା । ସେଥିପାଇଁ ବାଜା ତିଆରିକୁ ଏବେ ବି ଜୀବିକା କରିଛନ୍ତି ଅନେକ ପରିବାର
#Sambalpur #Kuchinda #Drums #Clay #Tabla #Odisha #ArgusNews