ତଦନ୍ତ ବାଟବଣାର ଷଡଯନ୍ତ୍ର । ହତ୍ୟାକାରୀ ଗୋବିନ୍ଦକୁ 4 ଦିନର ଆତିଥ୍ୟ । କିଏ ପକାଇଥିଲା ଚାପ ଗୋବିନ୍ଦକୁ ଫରଓ୍ବାର୍ଡ ନ କରିବା ପାଇଁ । ଆତିଥ୍ୟର ପୃଷ୍ଠଭୂମୀର ସତ କଣ ? ନିଜ ଖାସ୍ ଲୋକ ପାଇଁ ଚାପ ପକାଇଥିଲେ କି କ୍ୟାପଟେନ୍ । ଦୋସ୍ତି ନିଭାଉଛନ୍ତି କି ପ୍ରତାପ ।
#conspiracy #GovindSahu #JusticeForMamita #MamitaMurderCase #police #DibyaShankarMishra #Odisha #ArgusNews