#ତମ_ଇସ୍କୁଲ୍_ଇସ୍କୁଲ୍_ଆମ_ଇସ୍କୁଲ୍_କଣ_ସୁଇମିଂ_ପୂଲ୍ !
ଭାଇରାଲ ହେବାରେ ଲାଗିଛି ଛୋଟ ପିଲାର ଏ ଭିଡିଓ । ଦଶମ ଶ୍ରେଣୀ ଫଳାଫଳକୁ ନେଇ ଉପୁଜିଥିବା ଥିବା ଦ୍ଵନ୍ଦ୍ବକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରସ୍ତୁତ ହୋଇଥିଲା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଠୋକର ଗାଁର କିଶାନ୍ ବେହେରାଙ୍କ ପ୍ରସ୍ତୁତ ୨୦ ସେକେଣ୍ଡର ଏହି ଭିଡିଓଟି ମୋବାଇଲରୁ ମୋବାଇଲ ଘୁରି ବୁଲୁଛି
#ArgusNews #Odisha #ArgusNewsTV #Dhenkanal #Viral_Boy #Matric_Result