ଭୁବନେଶ୍ବର ତମାଣ୍ଡୋରୁ ଗୋରୁ ଚମଡ଼ା ବୋଝେଇ ଟ୍ରକ ଜବତ । ଆନ୍ଧ୍ରପ୍ରଦେଶରୁ ଟ୍ରକଟି ଆସିଥିଲାବେଳେ ଅଟକାଇଥିଲା ବଜରଙ୍ଗ ସଂଠଗନ । ଗାଡିରୁ ୨୫ ଟନ୍ ଗୋରୁ ଚମଡ଼ା ଜବତ ହୋଇଛି । ଘଟଣାରେ ୨ ଗାଡ଼ି ଚାଳକଙ୍କୁ ଅଟକ ରଖିଛି ପୋଲିସ ।
#Bhubaneswar #Tamando #Cowleather #seized #PoliceArrest #ArgusNews