#ତଳେ_ଯଦି_ଏତେ_ଉପରେ_କେତେ ?
ପ୍ରାଇଭେଟ କମ୍ପାନୀ ମାନଙ୍କ ନିକଟରେ ମୁଣ୍ଡ ବିକିଛନ୍ତି ସରକାରୀ ବାବୁ । ତଳେ ଯଦି ଏତେ ତାହା ହେଲେ ଉପରେ କେତେ ପରିମାଣର ବଟି ଯାଉଥିବ ତାହାକୁ ନେଇ ଉଠିଛି ପ୍ରଶ୍ନ । ବେଦାନ୍ତ ଲିମିଟେଡର ମେଲ୍ ଭାଇରାଲ୍ ହେବାପରେ ଏବେ ପଦାକୁ ଆସିଛି ବଡ ପ୍ରଶ୍ନ...
#ArgusNews #Odisha #ArgusNewsTV #Bribe #Vedanta #mailviral