ରାଜଗାଙ୍ଗପୁର ତହସିଲଦାରଙ୍କ କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ଜାହିର କରିଛି ଓକିଲ ସଂଘ । ତହସିଲଦାର ମନମୁଖୀ କାର୍ଯ୍ୟ କରୁଛନ୍ତି, ଯେଉଁଥି ପାଇଁ ସାଧାରଣ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ପାଖରେ ବି ପହଞ୍ଚିଛି । ତଥାପି କିଛି ପଦକ୍ଷେପ ନିଆଯାଉ ନାହିଁ । ସେପଟେ ଏକ ମାସ ଧରି ଜମି ରେଜିଷ୍ଟ୍ରେସନ କାମ ବନ୍ଦ ରହିଛି
#Rajgangpur #TahasilOffice #Odisha #ArgusNews