ଜଟଣୀ ବ୍ଲକ ଯାଆଁଳା ପଂଚାୟତ ର ଓଗାଳପଡା ମୌଜାର ପ୍ଲଟ ନମ୍ବର 1665 ଖାତା ନମ୍ବର 592 ରାସ୍ତା ଉପରୁ ଜବରଦଖଲ ମୁକ୍ତ ସହ କିଛି ଦିନ ପୂର୍ବେ ଏଭିକସନ ର ଶିକାର ହୋଇ ଜମି ହରାଇଥିବା ଶତାଧିକ ଗ୍ରାମବାସୀ ଆଜି ତହସିଲ ଅଫିସ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଦାବି ପତ୍ର ପ୍ରଦାନ କରିଛନ୍ତି
#Khurda #TahasilOffice #Strike #Odisha #ArgusNews