ସରକାରୀ କାର୍ଯ୍ୟ ପ୍ରଚଳିତ ଆଇନ ମୁତାବକ ନ ହେବା ସହ ଦଲାଲ ଙ୍କ ପ୍ରାଦୁର୍ଭାବ ବଢିବା ନେଇ ଆଜି ଜଟଣୀ ଆଇନଜୀବୀ ସଂଘ ପକ୍ଷରୁ ଜଟଣୀ ତହସିଲ କାର୍ଯ୍ୟାଳୟ ରେ ତାଲା ପକାଇ ସରକାରୀ ଅଫିସ କୁ ଅଚଳ କରିଛନ୍ତି. କାର୍ଯ୍ୟାଳୟ ରେ ସରକାରୀ ଘୋଷଣା ମୁତାବକ କାର୍ଯ୍ୟ ନ ହେବା ଏବଂ ଟଙ୍କା ନ ଦେଲେ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ
#Khurda #TahasilOffice #Strike #Odisha #ArgusNews