ତାରିଖ ଘୋଷଣା ପରେ ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ପାଗ ଭିଡିଲେଣି ନେତା ।
ସଂକ୍ରମଣ ସ୍ଥିତିକୁ ଦେଖି ସମଗ୍ର ରାଜ୍ୟରେ ପ୍ରଚାର ଉପରେ କଡା କଟକଣା ଲଗାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଭର୍ଚୁଆଲ ବା ଡିଜିଟାଲ ମୋଡରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ
#Panchayatelection #campaign #VirtualCampaign #electioncommission #ArgusNews