ଏକାଦିନେ ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହୋଇଥିଲା ଇକୋ ରିଟ୍ରିଟ୍ । ଗଞ୍ଜାମରେ ବି ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ୨୦ ଦିନ ପରେ ସମୁଦ୍ର ଆଉ ପ୍ରକୃତି କୋଳରେ ପର୍ଯ୍ୟଟକ ନାହାନ୍ତି । ଆପଣ ଭାବୁଥିବେ ଡିସେମ୍ବର ୧୫ରୁ ଉଦଘାଟନ ହେଲାଣି । କିନ୍ତୁ ଏଯାଏ କାହିଁକି ପର୍ଯ୍ୟଟନ ଆସୁନାହାନ୍ତି ।
#Ganjam #EcoRetreats #inauguration #ChiefMinister #touristplaces #Odisha #ArgusNews