ବାତ୍ୟା ତିତିଲି ପ୍ରଭାବରେ ଭାସି ଯାଇଥିଲା ଦାରିଙ୍ଗବାଡି ଓ ରାଇକିଆ ବ୍ଲକ ମଧ୍ୟରେ ଥିବା ମୁରୁଡ଼ିକୁପୁଡ଼ା ପୋଲ । ପୋଲ ଧୋଇଯିବା ଓ ବାତ୍ୟାକୁ ୩ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ମରାମତି କି ନୂଆ ପୋଲ ନିର୍ମାଣ ହୋଇପାରିଲା ନାହିଁ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।
#Kandhamal #Daringbadi #bridge #repairs #StateGovernment #Administration #Odisha #ArgusNews