ତିନିଦିନର ବିରତି ପରେ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଓ ଆଶିଷ ଲାଭରୁ ବଞ୍ଚିତ ହୋଇଥିବା ଭକ୍ତ ବହୁ ସଂଖ୍ୟାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଦିନତମାମ ଶ୍ରୀମନ୍ଦିରରେ ଜନସମାଗମ ଜାରି ରହିଥିବା ବେଳେ ନୂଆ ଡିଜିପି ସୁନିଲ କୁମାର ବଂସଲ ସପରିବାର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଜ୍ୟ ବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।
#Puri #jagannathtemple #shrimandir #newyear #Odisha #ArgusNews