ପାରାଦିପରେ ପହଁଚିଲେ ୨ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । କେନ୍ଦ୍ର ରାଷ୍ଟ୍ର ରେଳ, କୋଇଲା ଓ ଖଣି ମନ୍ତ୍ରୀ ରାଓ ସାହେବ ପାଟିଲ ଦାନବେ । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ । କୋଇଲାର ଆମଦାନୀ ଏବଂ ରପ୍ତାନି ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ଦର କତ୍ତୃପକ୍ଷଙ୍କ ସହ କରିବେ ଆଲୋଚନା
#Paradeep #UnionMinister #odishaVisit #PralhadJoshi #RaosahebDanve #ArgusNews