#ତିନୋଟି_ଦେଶରେ_ବ୍ୟବସାୟ_କରୁଛନ୍ତି_ବାରିପଦା_ଛାତ୍ରୀ
ଲକଡାଉନ ସମୟରେ ମୋବାଇଲିରୁ ଶିଖିଲେ ଚର୍ମ ଓ ତ୍ୱଚାର ଯତ୍ନ ସାମଗ୍ରୀ ଗୁଡିକର ତିଆରି କୌଶଳ । ଶିକ୍ଷା କରିବା ସହିତ କଞ୍ଚାମାଲ ମଗାଇ ଆରମ୍ଭ କଲେ ଉତ୍ପାଦ । ପ୍ରଭାବୀ ମନେ ହେବାରୁ ଏହାର ବ୍ୟବସାୟିକ ଯୋଜନା କଲେ ବାରିପଦାର ଏମ ବି ଏ ଦ୍ୱିତୀୟ ବର୍ଷର ଛାତ୍ରୀ ରିଚା ଅଗ୍ରୱାଲ । ଏବେ ବାଥ ବେବିଜ ବ୍ରାଣ୍ଡରେ ରିଚାଙ୍କ ତିଆରି ଉତ୍ପାଦ ଦେଶର ୨୮ଟି ରାଜ୍ୟ ସହ ତିନୋଟି ଦେଶର ବଜାରରେ ସୁନାମ ସାଉଁଟିଛି ।
#GoodNews #Mayurbhanj #RichaAgrawal #secondyear #MBA #student #Odisha #ArgusNews