#ତିର୍ତ୍ତୋଲ_ଅଂଚଳର_ବ୍ୟାପକ_ଅଂଚଳ_ଜଳମଗ୍ନ
ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ତିର୍ତ୍ତୋଲ ଅଂଚଳର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି । ତିର୍ତ୍ତୋଲ ବ୍ଲକର କୋଟକଣା ଗାଁର ୨୮ରୁ ଉର୍ଦ୍ଧ୍ବ ପରିବାର ପାଣି ଘେର ଭିତରେ ରହିଛନ୍ତି । ଗାଁକୁ ସଂଯୋଗ ରାସ୍ତା ଉପରେ ୨ ଫୁଟ ଉଚର ପାଣି ଚାଲିବା ଯୋଗୁ ଗାଁଟି ବାହ୍ୟଜଗତରୁ ବିଛିନ୍ନ ହୋଇଛି ।
#flood #odisha #Mahanadi #tirol #ArgusNews