୧୬ ବର୍ଷର ଝିଅଟିଏ ତୁଳସୀ। ସ୍ୱପ୍ନ ଅନେକ। କିନ୍ତୁ ସ୍ୱପ୍ନ ପୂରଣ ପାଇଁ ନାହିଁ ଟଙ୍କା। ଇଛା ବଡ଼ କଲେଜରେ ପଢିବି ବଡ଼ ମଣିଷ ହେବି। ତୁଳସୀ ର ଇଚ୍ଛା କେବଳ ଇଛାରେ ହିଁ ରହିଯାଇଛି । କାହିଁକି ନା ତୁଳସୀ ର ପାଠପଢ଼ାରେ ବନ୍ଧା ଯାଇଛି ଡୋରୀ। ଟଙ୍କା ନଥିବାରୁ ଘରେ ରହି ରୋଷେଇବାସ କରିବା ସହ ସାନ ଭଉଣୀ ମାନଙ୍କର କଥା ବୁଝୁଛି ବୋଲି କହିଛନ୍ତି ବୁଦ୍ଧନଗର ରେଡ୍ଡି ବସ୍ତିରେ ରହୁଥିବା ଛାତ୍ରୀ ପି.ତୁଳସୀ
#BBSR #EducationProblem #Odisha #ArgusNews