କଟକର ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣାକୁ ନେଇ ବଢୁଛି ସସପେନ୍ସ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲା ବେଳେ ସେହି କଲେଜରେ ପଢୁଥିବା ତାଙ୍କ ବାନ୍ଧବୀ ଓ କିଛି ବନ୍ଧୁ ତୁଷାରକୁ ମାନସିକ ଚାପ ମଧ୍ୟ ପକାଉଥିଲେ ବୋଲି ଅଭିଯୋଗ କରିଥିଲେ ତାଙ୍କ ତୁଷାରଙ୍କ ପରିବାର
#ArgusNews #Odisha #ArgusNewsTV #Cuttack #StudentDeath #tusharkanta