#ତୃତୀୟ_ଲହରକୁ_ନେଇ_ଚିନ୍ତା_ପ୍ରକଟ_କଲେ_ପ୍ରଧାନମନ୍ତ୍ରୀ !
ଦେଶରେ ଓଡ଼ିଶା, ମହାରାଷ୍ଟ୍ର ସମେତ 6 ରାଜ୍ୟରେ କୋରୋନା ସ୍ଥିତି ଚିନ୍ତାଜନକ। କୋରୋନା ସମୀକ୍ଷା ବେଳେ ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସବୁ ରାଜ୍ୟରେ କ୍ରମାଗତ ଭାବେ ବଢୁଥିବା କୋରୋନା କେସକୁ ନେଇ ତୃତୀୟ ଲହରର ଆଶଙ୍କା କରିଛନ୍ତି ମୋଦି
#ArgusNews #ArtgusNewsTV Narendra Modi #CoronaMeeting #thirdstrain