ସମ୍ଭାବ୍ୟ ତୃତୀୟ ଲହରୀକୁ ନେଇ ସଜାଗ ହୋଇ ପଡିଛି ସିଏମସି। କୋରନା ମୁକାବିଲା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ଅଣ୍ଟା ଭିଡିଛି କଟକ ପ୍ରଶାସନ। ତାସହ ବିଦେଶ ଫେରନ୍ତାଙ୍କ ଉପରେ ମଧ୍ୟ କଡା ନଜର ରଖା ଯାଉଛି।ତେବେ ଏଇ ସମୟରେ ଟୀକାକରଣ,ମାସ୍କକୁ ଅଧିକ ଗୁରୁତ୍ତ୍ବ ଦେଇଛନ୍ତି ସିଏମସି କର୍ତ୍ତୁପକ୍ଷ।
#Cuttack #Corona #CMC #Odisha #ArgusNews