ଆଗକୁ ଆସୁଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ଏବେଠାରୁ ଗ୍ରାମାଞ୍ଚଳ ମାନଙ୍କରେ ରାଜନୈତିକ ଉଷ୍ଣତା ଦେଖାଦେଲାଣି । ସ୍ଥାନ ସରଂକ୍ଷଣ ତାଲିକା ବାହାରିବା ପରେ ଆଶାୟୀ ପାର୍ଥିମାନେ ନିଜ ସମର୍ଥକଙ୍କ ସହିତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସଜବାଜ ହୋଇଛନ୍ତି । ସ୍ଥାନ ସଂରକ୍ଷଣ ତାଲିକା ବଦଳିବାକୁ ନେଇ ଗଞ୍ଜାମ ଜିଲ୍ଲାରେ ତେଜୁଛି ଅସନ୍ତୋଷ
#Ganjam #Brahmapur #panchayatelection #reservation #protest #ArgusNews