ତ୍ନଭଣ୍ଡାରକୁ ନେଇ ଉଠିଲା ଆଉ ଏକ ନୂଆ ବିବାଦ । ଅର୍ଗସ ହାତରେ ଲାଗିଲା ଏକ୍ସକ୍ଲୁସିଭ RTI REPORT । ଶ୍ରୀ ମନ୍ଦିର ପ୍ରଶାସନ ନିକଟରେ ନାହିଁ 1985 ରତ୍ନଭଣ୍ଡାରର ତଥ୍ୟ । ରତ୍ନଭଣ୍ଡାର ରେଜିଷ୍ଟ୍ରେରରୁ ବିବରଣୀ ଗଲା କୁଆଡେ ?
#Odisha #ArgusNews #ratnabhandara #puri #jagannath #JagannathDham #jagannathswami #JagannathTemple