ଏହି ଘରୋଇ ଡାକ୍ତରଖାନାରେ ଦୁଇ ବର୍ଷରୁ ଅଧିକ ଦିନ ହେବ କାମ କରି ଆସୁଥିଲେ । କରୋନା ମହାମାରୀ ଭୟାବହତା ଯେତେବେଳେ ଅଧିକ ଥିଲା ସେହି ସମୟରେ ଏମାନେ ନିଜ ଜୀବନକୁ ପାଣି ଛଡେଇ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ... ଶୁଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟକର୍ମୀ
#Bhubaneswar #TrinityNeuroHospital #Strike #HealthWorker #Nurse #Odisha #ArgusNews