ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଁ ନଥିଲେ ମଧ୍ୟ ନିଆଳି ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସମସ୍ତେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ଗାଁ ଗହଳିରେ ବୈଠକ କରୁଛନ୍ତି। ତେବେ ବିଜେପିର ସାଙ୍ଗଠନିକ ରଣ କୌଶଳ କିପରି ରହିବ ଆସନ୍ତୁ ଶୁଣିବା
#ArgusNews #Odisha #ArgusNewsTV #Election #Panchayat_Election #BJP