ତ୍ରୀସ୍ତରୀ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ପ୍ରାର୍ଥୀ
ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକର ଧାତିକା ପଞ୍ଚାୟତରେ ଚାଲିଛି ଭୋଟ ପ୍ରଚାର । ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ ।
#Mayurbhanja #dhatika #Election2022 #OdishaElection #Panchayatelection2022 #sarapoancha2022 #Odisha #ArgusNews