ପୁଅ ମଦ ପିଇବା ପରେ ହିତାହିତ ଜ୍ଞାନ ହରାଇ ବସୁଛି । କଥା କଥାକେ ନିଜ ବୃଦ୍ଧା ମା' ଓ ଭିନ୍ନକ୍ଷମ ବାପକୁ ମାଡ ମାରୁଛି । ଏପରିକି ଅନେକ ସମୟରେ ଖାଇବାକୁ ଗଣ୍ଡିଏ ଦେଉନାହିଁ । ଏଭଳି ଅଭିଯୋଗ ନେଇ ଆଜି ଆନନ୍ଦପୁର ଥାନା ଡଙ୍କିଆ ଗାଁର ବୃଦ୍ଧ ଦମ୍ପତି ନିତ୍ୟାନନ୍ଦ ପାତ୍ର ଓ ସ୍ତ୍ରୀ ଜୁଳ ପାତ୍ର ଥାନା ଦୁଆରେ ଥାନା ବାବୁ ଙ୍କୁ ଭେଟିବାକୁ ଅପେକ୍ଷା କରିଥିବା ଦୃଶ୍ୟ ବେଶ୍ ହୃଦୟ ବିଦାରକ ରହିଥିଲା
#ArgusNews #Odisha #Keonjhar #Parents #helpless #tourtured