ଥାନାରେ ବିସ୍ଫୋରଣକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେ ପ୍ରଶ୍ନ କରିଛନ୍ତି, ପିପିଲିବାସୀ ସୁରକ୍ଷିତ ଅଛନ୍ତି ତ? ଲୋକ ଓ ବୁଥ୍ ସୁରକ୍ଷିତ ଅଛନ୍ତି ତ? ଯଦି ପିପିଲିରେ ରକ୍ଷକ ସୁରକ୍ଷିତ ନୁହନ୍ତି ସେମାନେ ସାଧାରଣ ଲୋକଙ୍କ ରକ୍ଷା କେମିତି କରିବେ?
Dr. Sambit Patra #BJP #Pressmeet #Pipili #Bombblast #BalangaPoliceStation #Odisha #ArgusNews