ଦକ୍ଷତା ବିକାଶ ପ୍ରତିଷ୍ଠାନ, ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ ଆସନ୍ତା ୨୦ ତାରିଖରେ ଲୋକାର୍ପିତ ହେବ ଏବଂ ଆଇ ଓ ସି ର ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନିଲୋଜିର ନୂଆ କ୍ୟାମ୍ପସର ଭୂମିପୂଜନ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହାରଦୀପ ସିଂ ପୁରୀ ଉପସ୍ଥିତ ରହି ଏହାକୁ ଲୋକାର୍ପିତ କରାଇବେ ।
#Bhubaneswar #IOCL #CMOOdisha #Dharmendrapradhan #Odisha #ArgusNews