#ଦକ୍ଷିଣ_ଓଡ଼ିଶାର_କ୍ରୀଡାପ୍ରେମୀଙ୍କୁ_ନିରାଶ_କଲେ_ସରକାର !
ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ବ୍ରହ୍ମପୁର ଷ୍ଟାଡିୟମ ନିର୍ମାଣ କାମ ସରୁନାହିଁ। ନିର୍ଦ୍ଧାରିତ କାମ ସରୁନଥିବା ବେଳେ ବିଏମସି କମିସନର କହୁଛନ୍ତି, ଖୁବଶୀଘ୍ର କାମ ସରିଯିବ
#ArgusNews #Odisha #ArgusNewsTV #SouthOdisha #Brahmapur #Stadium #construction