ବୃଦ୍ଧଙ୍କ ପାଇଁ ପାଇଖାନା ଘର ପାଲଟିଛି ଆଶ୍ରୟସ୍ଥଳ । ତିନି ବର୍ଷ ହେଲା ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ତ୍ରିନାଥ ପାଣ୍ଡୁ । ତ୍ରିନାଥଙ୍କ ନିଜର ବୋଲି କେହି ନାହାନ୍ତି । ବିଜୁ ପକ୍କା ଘର ଯୋଜନାରେ ଅନେକ ଥର ଘର ଖଣ୍ଡିଏ ଲାଗି ପଞ୍ଚାୟତ ଅଫିସ ଦୈାଡିଛନ୍ତି । ହେଲେ କାହାରି କାନରେ ପଡିନି ତାଙ୍କ ଗୁହାରୀ
#Raygada #jaypur #Durgamodisha #Awasyojana #ArgusNews