#ଦବିଗଲା_ରୁକୁଣା_ରଥର_ଚକା
#ହାତେ_ତଳକୁ_ଖସିଗଲା_ରଥ
#ମଝି_ସଡ଼କରେ_ଅଟକିଲେ_ପ୍ରଭୁ_ଲିଙ୍ଗରାଜ
ଅଶୋକାଷ୍ଟମୀ ରଥଯାତ୍ରା ସୁରୁଖୁରୁରେ ଆରମ୍ଭ ହୋଇଥିଲାବେଳେ, ଘଟିଛି ବିରାଟ ଅଘଟଣ । ନିମ୍ନମାନର୍ ରାସ୍ତା କାମ ଯୋଗୁଁ ହଟହଟା ହୋଇଛନ୍ତି ଠାକୁରେ । ପ୍ରଥମ ଦିନ ରଥ ତିନି ମୁଣ୍ଡିଆ ପାଖରେ ଅଟକିଥିଲା । ହେଲେ ରାମନବମୀ ତିଥିରେ ରଥଟଣା ବେଳେ, ରୁକୁଣା ରଥ ପିଚୁ ସଡ଼କରେ ଫସି ଯାଇଥିଲା । ନୂଆ କରି ପିଚୁ ପଡିଥିବାରୁ, ରଥର ଭାର ସହି ପାରି ନ ଥିଲା ସଡକ ।
#bhubaneswar #LingarajaTemple #rukunarathyatra #festival #Odisha #ArgusNews