ଯୁବାବସ୍ଥାରେ ଖାଇବା ପିଇବାରେ ପରିବର୍ତନ କରି 10ରୁ 13 ବର୍ଷ ଯାଏ ବଢା ଯାଇ ପାରିବ ବୟସ
ନୂଆ ରିସର୍ଚରେ ହେଲା ଖୁଲାସା । ଦୀର୍ଘାୟୁ ହେବା ସହିତ ସନ୍ତୁଳିତ ଆହାରର ଘନିଷ୍ଠ ସମ୍ପର୍କ ରହିଛି । ଯଦି ଯୁବାବସ୍ଥାରେ ଖାଇବା ପିଇବାରେ ଆବଶ୍ୟକ ପରିବର୍ତନ କରାଯାଏ ତେବେ ପୁରୁଷ ମାନେ ସେମାନଙ୍କର ବୟସ 13 ବର୍ଷ ଯାଏ ଓ ମହିଳା ମାନେ ସେମାନଙ୍କର ବୟସକୁ 10 ବର୍ଷ ଯାଏ ବଢାଇ ପାରିବେ।
#research #balanceddiet #increaseage #diet #Newresearch #Odisha #ArgusNews