#ଦଳିତଙ୍କ_ଘରେ_ଭୋଜନ_କଲେ_ଯୋଗୀ_ଆଦିତ୍ୟନାଥ
ସାମାଜିକ ନ୍ୟାୟ ପାଇଁ ବିଜେପି ଓ ଯୋଗୀଙ୍କ ସଂକଳ୍ପ । ଯୋଗୀ ଆଦିତ୍ୟନାଥ କହିଲେ ଯେଉଁମାନେ ରାଜବଂଶ ଓ ପରିବାରବାଦର ରାଜନୀତି କରନ୍ତି ସେମାନେ ସାମାଜିକ ନ୍ୟାୟର ସମର୍ଥକ ହୋଇପାରିବେ ନାହିଁ ।
MYogiAdityanath #UPElection #Dalit #socialjustice #BJP #familypolitics #uttarpradesh #ArgusNews